Sunday, 15 March 2026

ବାତ୍ସଲ୍ୟ ମମତା ଉଛୁଳା ବେନି ଅପଲକ

ବାତ୍ସଲ୍ୟ ମମତା ଉଛୁଳା ବେନି ଅପଲକ ପଣତରେ ଢାଙ୍କି ଅଛ ଏହି ଅଖିଳ ସଂସାର କମଳା ଯାହାର ହୃଦରେ ନିତ୍ୟ କରେ ବାସ କିଏ କହେ ତା ସିଂହଦ୍ୱାର କବାଟ କଂସାର

No comments:

Post a Comment