Friday, 20 March 2026

କର୍ଣ୍ଣରେ ଥୋଇଲି ରାମ ରାମ

କର୍ଣ୍ଣରେ ଥୋଇଲି ରାମ ରାମ ପ୍ରତି କୋଷକୁ ଆନନ୍ଦିତ କଲା ହୃଦ ପଦ୍ମରେ ଚିନ୍ତିଲି କୃଷ୍ଣ ରୂପ ଅଭୟ ପାଦରେ ଆଶ୍ରା ଦେଲା

No comments:

Post a Comment