Sunday, 15 March 2026

ସନ୍ଥ ତୁଳସୀ ବୋଲେ ଶ୍ରୀରାମ ପୂର୍ଣ୍ଣବ୍ରହ୍ମ

ସନ୍ଥ ତୁଳସୀ ବୋଲେ ଶ୍ରୀରାମ ପୂର୍ଣ୍ଣବ୍ରହ୍ମ କାରୁଣ୍ୟ ମୂର୍ତ୍ତି ଚନ୍ଦନ ଅର୍ଗଳୀ ଅଧା ଗଢା ଭକ୍ତ ଜୟଦେବ ବୋଲେ କୃଷ୍ଣ ଦାରୁବ୍ରହ୍ମ ମଧୁର ବଂଶୀ ଧ୍ୱନି ରାଧା କମଳ ପାଖୁଡା

No comments:

Post a Comment