A flower with 4 petals
Thursday, 19 March 2026
ଯେଉଁ ଭକତ ଘରକୁ କୃଷ୍ଣ ଯାଉଛ ଯାଅ
ଯେଉଁ ଭକତ ଘରକୁ କୃଷ୍ଣ ଯାଉଛ ଯାଅ ସୂର୍ଯ୍ୟାସ୍ତ ଆଗରୁ ଫେରୁଥିବ ମୋର ଘର କେଉଁ ଅନାଦି କାଳରୁ ତୁମ୍ଭେ ମୋ ଆତ୍ମା ତୁମ୍ଭ ବିନା ପିଣ୍ଡ ପ୍ରାଣ କିବା ହେବ ମୋର
No comments:
Post a Comment
Older Post
Home
Subscribe to:
Post Comments (Atom)
No comments:
Post a Comment