Saturday, 21 March 2026

କାଳିଦଳା ପାଦରେ ମୋର ଆତ୍ମାଟି ରହିଲା

କାଳିଦଳା ପାଦରେ ମୋର ଆତ୍ମାଟି ରହିଲା ମନ ପାରାରେ ତୁ ନେଇଦେବୁ ପ୍ରେମ ପତର ଛନ୍ଦା ଚରଣରେ ପଡ଼ି ଅତି ବିକଳେ କାନ୍ଦିବୁ ମହାଲକ୍ଷ୍ମୀ ହୃଦୟ ନ ଦେବା ଯାଏଟି ଉତ୍ତର

No comments:

Post a Comment