Tuesday, 17 March 2026

ଶ୍ରୀରାଧା କିଶୋର ମୁକୁନ୍ଦ ମୁରଲୀ ଧାରୀ

ଶ୍ରୀରାଧା କିଶୋର ମୁକୁନ୍ଦ ମୁରଲୀ ଧାରୀ ତୁମ୍ଭରି ଛନ୍ଦା ପାଦକୁ ନିରନ୍ତର ହୁଅଇ ଝୁରି ବ୍ରହ୍ମଦାରୁ ଚତୃର୍ଦ୍ଧା ଅପଲକ ସମଦର୍ଶୀ କୃଷ୍ଣ ବୈଷ୍ଣବ ଦ୍ୱାରେ ପଡି ପଡି ଦିନ ଗଲା ସରି

No comments:

Post a Comment