Friday, 20 March 2026

ସଦା ନିରନ୍ତର ରାମ ରାମ ରାମ ରାମ ଜପ

ସଦା ନିରନ୍ତର ରାମ ରାମ ରାମ ରାମ ଜପ ଧୋଇଦେଲା ହୃଦରେ ସଞ୍ଚିତ ସକଳ ପାପ ସଦା ନିରନ୍ତର କୃଷ୍ଣ ଛନ୍ଦା ଚରଣରେ ମନ ଜଳାଇଦେଲା ଜୀବ ଜୀବନେ ଆତ୍ମା ଦୀପ

No comments:

Post a Comment