Thursday, 23 April 2026

ଆଉ ଗୋଟିଏ ଦେହ ନେଇ କିସ କରିବି

ଆଉ ଗୋଟିଏ ଦେହ ନେଇ କିସ କରିବି ନିଜ ଦେହରେ କି ଜଞ୍ଜାଳ ଅଭାବ ଅଛି ନେଲେ ନେବି ହୃଦୟରେ ଚକାଡ଼ୋଳାଙ୍କୁ ଛନ୍ଦା ଚରଣରେ ମଥା ରଖିବା ମନାସିଛ

No comments:

Post a Comment