Sunday, 26 April 2026

ଅଖିଳ କୋଟି ବ୍ରହ୍ମାଣ୍ଡ କଥା ବୁଝୁ ବୁଝୁ ଦାରୁବ୍ରହ୍ମ ହେ

ଅଖିଳ କୋଟି ବ୍ରହ୍ମାଣ୍ଡ କଥା ବୁଝୁ ବୁଝୁ ଦାରୁବ୍ରହ୍ମ ହେ ଭୁଲିଲକି ଏହି ମହାପତିତକୁ ଆର୍ତ୍ତତ୍ରାଣ ନାରାୟଣ ଧ୍ରୁବ ପ୍ରହ୍ଲାଦ ଗଜରାଜ ଶବରୀ ଅହଲ୍ୟା ତାରଣ ହେ ତୁମ୍ଭଙ୍କୁ ଅପେକ୍ଷା ହେ କର୍ତ୍ତା କର୍ମ କାରଣ ନିରାକରଣ

No comments:

Post a Comment