Saturday, 25 April 2026

କଳା ଶ୍ରୀମୁଖକୁ ଥରୁଟିଏ ତୁ ଚାହିଁଦେଲେ

କଳା ଶ୍ରୀମୁଖକୁ ଥରୁଟିଏ ତୁ ଚାହିଁଦେଲେ ପ୍ରାଣ ମିତଣୀ ତୋ ମନ ହୋଇବ ଚୋରି ଦେହ ଭାବରୁ ମୁକ୍ତ ହୋଇବ ତୋ ଆତ୍ମା ନିରନ୍ତର ଜପିବାକୁ ରାମ କୃଷ୍ଣ ହରି ହରି

No comments:

Post a Comment