Friday, 24 April 2026

ଚତୃର୍ଦ୍ଧାଙ୍କୁ ପରିକ୍ରମା କରି ଦେହ ଫେରି ଆସିଲା

ଚତୃର୍ଦ୍ଧାଙ୍କୁ ପରିକ୍ରମା କରି ଦେହ ଫେରି ଆସିଲା ନୟନ ଦୁଇ ଚାହୁଁଛନ୍ତି ପୁଣ ପୁଣ ଫେରି ଫେରି ସକଳ ସୌନ୍ଦର୍ଯ୍ୟ ସଂଗ୍ରହ ଆଳୟ ଶ୍ରୀଗୋବିନ୍ଦ ନଦୀକି ଲଭିଲା ସିନ୍ଧୁ ଆତ୍ମା ଜପୁଅଛି ହରି ହରି

No comments:

Post a Comment