A flower with 4 petals
Saturday, 25 April 2026
ଚକାଡୋଳା ହେ ତୁମ୍ଭ ଚକ୍ଷୁ ଦୁଇ ରବି ସୁଧାକର
ଚକାଡୋଳା ହେ ତୁମ୍ଭ ଚକ୍ଷୁ ଦୁଇ ରବି ସୁଧାକର ନ ଥିଲେ ନ ଥାଉ ପାଦ ନ ଥିଲେ ନ ଥାଉ ହାତ ଅପଲକ କୃପା କିରଣରେ ଜୀବ ପଥ ଚାଲୁଅଛି ପାଦ ତଳେ ଭୂଦେବୀ ଶିର ପରେ ଅନନ୍ତ ଛାତ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment