A flower with 4 petals
Saturday, 25 April 2026
କାଳ ବୈଶାଖୀର ଝଡ଼ ବିଜୁଳିରେ ପ୍ରାଣ ଥରୁଥିଲା
କାଳ ବୈଶାଖୀର ଝଡ଼ ବିଜୁଳିରେ ପ୍ରାଣ ଥରୁଥିଲା ହେ ରୁକ୍ମଣୀ ହୃଦୟ ଡାକି ଚରଣରେ ଦେଲ ଆଶ୍ରା କାମିନୀ କାଞ୍ଚନ ଶୋଷରେ ମୋ ପ୍ରାଣ ଯାଉଥିଲା ହେ ଗୋବିନ୍ଦ ନବଘନ ହେଲ ଅଶେଷ କୃପା ବର୍ଷା
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment