Thursday, 23 April 2026

ହେ ବନମାଳୀ ଶ୍ରୀରାଧା ହୃଦୟ ବିଳାସ

ହେ ବନମାଳୀ ଶ୍ରୀରାଧା ହୃଦୟ ବିଳାସ ଥରୁଟିଏ ମୋର ପୂଜା ବେଦିରେ ପ୍ରବେଶ ହାତ ଗୁନ୍ଥା ମାଳ ପିନ୍ଧାଇ ପାଦ ଘଷିଦେବି ସଦା ଆର୍ତ୍ତତ୍ରାଣଙ୍କ ଥକା ହୋଇବ ଉଶ୍ୱାସ

No comments:

Post a Comment