A flower with 4 petals
Saturday, 25 April 2026
ନୟନ ପଥରେ ତୁମ୍ଭେ ଅପଲକ ଚକାଡୋଳା
ନୟନ ପଥରେ ତୁମ୍ଭେ ଅପଲକ ଚକାଡୋଳା ହୃଦୟ କମଳ କେଶରରେ କୃଷ୍ଣ ଛନ୍ଦା ଚରଣ ଶ୍ରୀଗୀତଗୋବିନ୍ଦ ଅଷ୍ଟପଦୀରେ ଦଶାବତାର ଶ୍ରୀମଦଭାଗବତରେ ଆରତ୍ତ ତ୍ରାଣ ନାରାୟଣ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment