Saturday, 25 April 2026

କଳ୍ପନା ପଛେ ପଛେ ଇନ୍ଦ୍ରିୟମାନେ ଧାଇଁଛନ୍ତି ଯେସନେ ଗରମ ଗାଈ ପଛେ ପଛେ ବୃଷଭ ଆଖି ମିଳାଇବାକୁ ତର କାହିଁ ହେ ଚକାଆଖି ଆପଣା କୃପାରେ ଦର୍ଶନ ଦିଅ ହେ ପଦ୍ମନାଭ

No comments:

Post a Comment