Tuesday, 21 April 2026

ଧରିବାକୁ ଯେତେବେଳେ ହାତ ବଢ଼ାଇଲି

ଧରିବାକୁ ଯେତେବେଳେ ହାତ ବଢ଼ାଇଲି ହେ କୃଷ୍ଣ ସେତେ ବେଶି ଦୂରକୁ ଗଲୁ ତୁହି ଏକାଲା ଧାଇଁବା ଅଭ୍ୟାସ ହୋଇଗଲାଣି ହେ ବ୍ରହ୍ମଦାରୁ ତୋ କଳା ଶ୍ରୀମୁଖକୁ ଚାହିଁ

No comments:

Post a Comment