A flower with 4 petals
Monday, 20 April 2026
ମଧୁର ଅତି ମଧୁର ମୋହନଙ୍କର ବେଣୁ ସ୍ଵନ
ମଧୁର ଅତି ମଧୁର ମୋହନଙ୍କର ବେଣୁ ସ୍ଵନ କର୍ଣ୍ଣକୁ ଶୁଭିଲେ ମୋ ହୃଦୟକୁ ଦିଏ ହାଣିକି ଶୁଣିଲେ ମଲି ନ ଶୁଣିଲେ ମଲି ସଜନୀ ଲୋ ରାଧା ପ୍ରାଣ ଶାରୀ ସଦା ଝୁରେ ବେଣୁ ପାଣିକି
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment