Tuesday, 21 April 2026

ଗଙ୍ଗା ଜଳରେ ଖୋଜେ କମଳା ସେବିତ ପାଦ

ଗଙ୍ଗା ଜଳରେ ଖୋଜେ କମଳା ସେବିତ ପାଦ ବାସୁକୀ ଫଣା ତଳେ ଶାନ୍ତାକାର ଅନନ୍ତ ଶୟନ ଶ୍ରୀରାଧା ପାଦ ତଳେ ଖୋଜେ ଶିରେ ଶିଖି ପୂଛ ଗରୁଡ ପଛରେ ଦେଖିବିକି ମହାଲକ୍ଷ୍ମୀ ଜୀବନ

No comments:

Post a Comment