Friday, 24 April 2026

ହେ ଗୋବିନ୍ଦ ତୁମ୍ଭଙ୍କୁ କେମିତି ପୂଜିବି ଜାଣେନା

ହେ ଗୋବିନ୍ଦ ତୁମ୍ଭଙ୍କୁ କେମିତି ପୂଜିବି ଜାଣେନା ତୁମ୍ଭେ ଗୋବିନ୍ଦ ବ୍ରହ୍ମଦାରୁ ପୂର୍ଣ୍ଣବ୍ରହ୍ମ ଆତ୍ମା ରାମ ହେ ବାସୁଦେବ ତୁମ୍ଭେ ବ୍ରହ୍ମଦାରୁ ଚତୃର୍ଦ୍ଧା ବିଗ୍ରହ ହେ ଗିରୀଟେକା ତୁମ୍ଭ ଭୁଜ ତଳେ କଲି ଆଶ୍ରମ

No comments:

Post a Comment