A flower with 4 petals
Sunday, 26 April 2026
ଅତିବ କ୍ଷୁଆର୍ତ୍ତ ସିଂହ ସମ ଷଢ଼ ରିପୁ ବେଡ଼ିଛନ୍ତି କାୟା
ଅତିବ କ୍ଷୁଆର୍ତ୍ତ ସିଂହ ସମ ଷଢ଼ ରିପୁ ବେଡ଼ିଛନ୍ତି କାୟା ହେ କମଳା ଜୀବନ ଜଗନ୍ନାଥ ସ୍ୱାମୀ ଉଦ୍ଧାର ତୁମ୍ଭେ ଅରଣ୍ୟ ଶ୍ଵାନ ସମ ଏଗାର ଇନ୍ଦ୍ରିୟ ମେଳରେ ଜୀବନ ତ୍ରାହି ଆର୍ତ୍ତତ୍ରାଣ ପରାୟଣ କାତରେ ଭଜୁଅଛୁ ଆମ୍ଭେ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment