Friday, 24 April 2026

ହେ ଗୋବିନ୍ଦ ଭକତ ଜନ ହୃଦୟ ମନ୍ଦାର

ହେ ଗୋବିନ୍ଦ ଭକତ ଜନ ହୃଦୟ ମନ୍ଦାର ଗୋପ ରକ୍ଷଣ ତୋଳି ଧରିଲ ଗିରି ମନ୍ଦର ମୋ କାଳ ପୁରିଲା ତୁମ୍ଭଙ୍କୁ ଖୋଜି ଖୋଜି ଅଧାଗଢା ହୋଇଣ ବସିଅଛ ନୀଳକନ୍ଦର

No comments:

Post a Comment