Thursday, 23 April 2026

ବାଇ ଚଢେଇ ଯେଉଁ ଖୁଦ କଣା ଖାଇ

ବାଇ ଚଢେଇ ଯେଉଁ ଖୁଦ କଣା ଖାଇ ତାଳ ପତ୍ରରେ ବୁଣେ ଅତି ସୁନ୍ଦର ବସା ଖୁଦ କଣା ଲକ୍ଷ୍ମୀଙ୍କ ହସ୍ତ ଧାନକେଣ୍ଡାରୁ ଲକ୍ଷ୍ମୀକାନ୍ତ ପାଦ ଲଭିବା ମୋର ଆଶା

No comments:

Post a Comment