Monday, 20 April 2026

ମୋର ହୃଦୟ ମହୋଦଧିର ବେଳା ଭୂଇଁଟିଏ

ମୋର ହୃଦୟ ମହୋଦଧିର ବେଳା ଭୂଇଁଟିଏ ତୁମ୍ଭେ ଭାଵ ଜୁଆର ମୋ ଆତ୍ମା ଚକାଡୋଳା ସାଇତି ରଖିଛି ମୁହିଁ ଅଶେଷ ଭକତି ଶାମୁକା ଥରେ ନାଚି ଆସ ହେ ଛନ୍ଦା ପାଦ କାଳି ଦଳା

No comments:

Post a Comment