Thursday, 23 April 2026

ଦେହ ଇନ୍ଦ୍ରିୟ ଜଞ୍ଜାଳ ପଛରେ ନିରନ୍ତର ଧାଇଁ ଧାଇଁ

ଦେହ ଇନ୍ଦ୍ରିୟ ଜଞ୍ଜାଳ ପଛରେ ନିରନ୍ତର ଧାଇଁ ଧାଇଁ ଶ୍ରୀକୃଷ୍ଣ କମଳ ଚରଣରେ ମଥା ରଖିବାକୁ ଭୁଲିଗଲି ବ୍ରାହ୍ମଣ ବୈଷ୍ଣବ ସାଧୁ ସନ୍ଥ ପାଦ ସେବା କଥାତ ଛାଡ ସଦା କାମନା ବାସନାରେ ବୁଡି ଆତ୍ମାକୁ ପାଷୋରିଲି

No comments:

Post a Comment