Sunday, 19 April 2026

ଷଢ଼ ରିପୁ ମେଳରେ ଏ ପ୍ରାଣ କାନ୍ଦୁଅଛି ଖାଲି କାଳ କୂଟ ବିଷ ପାନ ରହିଲା ବାକି ଆହେ ରୁକ୍ମଣୀ ହୃଦୟ ପଦ୍ମ କଳା ଭଅଁର ଦୟାକରି ଛନ୍ଦା ପାଦରେ ଲୋଟାଇବକି

No comments:

Post a Comment