Monday, 20 April 2026

ଯିଏ ଯେତେ ଝୁରେ ଛନ୍ଦା ପାଦକୁ

ଯିଏ ଯେତେ ଝୁରେ ଛନ୍ଦା ପାଦକୁ ତାହାଠୁଁ ସେତିକି ଦୂର ବନମାଳୀ ଆହାଃ କେତେ ଝୁରି ରାଧା ମଲା ଆଖିରୁ ନିଦ ହଜିଲା ଭାଳି ଭାଳି

No comments:

Post a Comment