Thursday, 23 April 2026

ଅଗ୍ନି ସଂଯୋଗରେ ପୋଡି ଦେହ ପାଉଁଶ

ଅଗ୍ନି ସଂଯୋଗରେ ପୋଡି ଦେହ ପାଉଁଶ ଜଳରେ ବୁଡ଼ାଇଦେଲେ ଦେହ ସଢ଼ି ମାଟି ଷଢ଼ ରିପୁଙ୍କୁ ପ୍ରେମ କରି ଦେହ ଦଶାନନ ଦେହ ହୁଏ ଶ୍ବାଶତ ଛନ୍ଦା ପାରିଲେ ଭେଟି

No comments:

Post a Comment