Monday, 18 November 2024

ଦେବାରେ ନେବାରେ କୌଣସି ଆଶା ନ ଥିଲେ

ଦେବାରେ ନେବାରେ କୌଣସି ଆଶା ନ ଥିଲେ ସେହି ନିଷ୍କାମ କର୍ମହୁଏ ନଭ ଧରିତ୍ରୀ ଦିଗବଳୟ ନିର୍ମଳ ଆନନ୍ଦରେ ଓଦ ହେଲେ ଚାରି ଆଖି ପତା ସେହି ମହାଅନୁଭବ ହୁଏ ଶ୍ରୀନାରାୟଣ ଆଳୟ 🙏🌹🌹🌹🙏

No comments:

Post a Comment