Monday, 11 November 2024

କାହାର ହୃଦୟ ପଦ୍ମରେ ଚକା ମାଡି ବସୁ

କାହାର ହୃଦୟ ପଦ୍ମରେ ଚକା ମାଡି ବସୁ ହେ ଗୋବିନ୍ଦ ଆଉ କିଏ ନ ପାଏ ଲେଶ କାହାର ନୟନ ପଥରେ ତୁହି ବନମାଳୀ ଯେତେବି ଦେଖିଲେ ନ ମେଣ୍ଟଇ ଶୋଷ

No comments:

Post a Comment