A flower with 4 petals
Wednesday, 20 November 2024
କିଏ ଝୁଲାଉଥାଏ ଗୋପାଳ ବାଳକୁ ସୁନା ପାଲିଙ୍କିରେ
କିଏ ଝୁଲାଉଥାଏ ଗୋପାଳ ବାଳକୁ ସୁନା ପାଲିଙ୍କିରେ ହୃଦୟ ପଦ୍ମରେ ଥୋଇ ମୁହିଁ ଚାଲିଥାଏ କର୍ମପଥରେ କିଏ ପୂଜୁଥାଏ ନନ୍ଦ ନନ୍ଦନକୁ ଷଡୋଶ ଉପଚାରରେ ବୈଷ୍ଣବମାନଙ୍କ ପାଦଧୂଳି ମୁହିଁ ବୋଳୁଥାଏ ମଥାରେ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment