A flower with 4 petals
Sunday, 10 November 2024
ତିନୋଟି ଦିଅଁଙ୍କ ମଧ୍ୟରୁ ଯାହାର ଦେହ ବାଦଲ କଳା
ତିନୋଟି ଦିଅଁଙ୍କ ମଧ୍ୟରୁ ଯାହାର ଦେହ ବାଦଲ କଳା କେବଳ ଅତି ନିର୍ମଳ ଚିତ୍ତରୁ ଗ୍ରହଣ କରେ ସେ ଭାବ ଅତି ପିତା ନିମ୍ବ କାଠରେ ଅଧାଗଢା ତାହାର ଶରୀର କେଡେ ମନ ଲୋଭା ଚାହାଣି ମଧୁର ଉଦାର ସ୍ଵଭାଵ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment