Tuesday, 12 November 2024

ଯାହା ଦେଖିବୁ ଚକ୍ଷୁରେ ଯାହା ଶୁଣିବୁ କାନରେ

ଯାହା ଦେଖିବୁ ଚକ୍ଷୁରେ ଯାହା ଶୁଣିବୁ କାନରେ ଆଉ ଯେଉଁ ଯେଉଁ ଚିନ୍ତା ପଶିବ ତୋ ମନରେ ବୁଦ୍ଧିରେ ସେହି ସକଳ ଶ୍ରୀଗୋବିନ୍ଦଙ୍କ କଳାକୃତି ତୁହି ବେନି ଆଖି ପତା ନୁଆଇଁ ଚିନ୍ତ ଧ୍ୟାନରେ

No comments:

Post a Comment