Tuesday, 12 November 2024

ବ୍ରହ୍ମଦାରୁ ଏକ ବୃକ୍ଷ ଶାଖା ପ୍ରଶାଖା ପତ୍ର ଅସଂଖ୍ୟ

ବ୍ରହ୍ମଦାରୁ ଏକ ବୃକ୍ଷ ଶାଖା ପ୍ରଶାଖା ପତ୍ର ଅସଂଖ୍ୟ ନୀଳକନ୍ଦରରେ ସେ ବୃକ୍ଷ ବଢୁଅଛି ମାର୍ଗ ଅଶେଷ ନିବୃତ୍ତି ମାର୍ଗରେ ଯାତ୍ରାକଲେ ବୃକ୍ଷର ଠାବ ସହଜ ନିତ୍ୟ ପଲ୍ଲବିତ ଛାଇରେ ଶୋଇଲେ ମନ ତୋଷ

No comments:

Post a Comment