Wednesday, 13 November 2024

ଏହି ଜୀବର ଜୀବନ ପ୍ରାଣ ତାହା ନିଜ ନିଶ୍ବାଶ

ଏହି ଜୀବର ଜୀବନ ପ୍ରାଣ ତାହା ନିଜ ନିଶ୍ବାଶ ପ୍ରହଲ୍ଲାଦ ସମ ନିରନ୍ତର ଜପେ ହରି ହରି ହରି ନୟନରେ ଦେଖିଲା ଅବାକି ମୋହନ ବଂଶୀ ବକ୍ଷରେ ତୁଳସୀ ଦୟାଣା ମାଳ କେରି କେରି

No comments:

Post a Comment