Saturday, 16 November 2024

ଏହି ଅଖିଳ ଚରାଚର ରକ୍ଷଣ ବେକ୍ଷଣ ଶୁଚି ନିମନ୍ତେ

ଏହି ଅଖିଳ ଚରାଚର ରକ୍ଷଣ ବେକ୍ଷଣ ଶୁଚି ନିମନ୍ତେ ଜନ କଲ୍ୟାଣ ଜନ ସୁଖ ଜନ ଉଦ୍ଧାରଣେ ତୋ ରୂପ ହେ ବ୍ରହ୍ମଦାରୁ ଶେଷନାଗ ପୃଷ୍ଠ ଶାୟନା ଆତ୍ମା ହିତ ଲକ୍ଷ୍ମୀ ସହିତ ନୃସିଂହ ଦେଖି ଅକାରଣ ହେଉ ପାପ

No comments:

Post a Comment