Wednesday, 13 November 2024

ତୁହି ହେଲେ ନନ୍ଦୀଘୋଷ ରଥରେ କଳା ଗୋବିନ୍ଦ

ତୁହି ହେଲେ ନନ୍ଦୀଘୋଷ ରଥରେ କଳା ଗୋବିନ୍ଦ ପ୍ରଭୁ ହେ ମୁହିଁ ଟାହିଆ ବିଶାଳ ବକ୍ଷ ତୁଳସୀ ମାଳି ତୁହି ହେଲେ ବ୍ରହ୍ମଜ୍ଞ ବ୍ରାହ୍ମଣ ଶୁକ୍ଳ ବସ୍ତ୍ରରେ ଆବୃତ ପ୍ରଭୁ ହେ ମୁହିଁ ଶଙ୍ଖ ଘଣ୍ଟା ଧ୍ୱନି ଆରତୀ ହୁଳହୁଳି

No comments:

Post a Comment