Tuesday, 12 November 2024

ଉଦରରେ ଜଳିବା ଆଗରୁ କ୍ଷୁଦ୍ରାର ଅଖଣ୍ଡ ଅଗ୍ନି

ଉଦରରେ ଜଳିବା ଆଗରୁ କ୍ଷୁଦ୍ରାର ଅଖଣ୍ଡ ଅଗ୍ନି ଭଅଁର ହୋଇ ଫୁଲ କେଶରକୁ ଚୁମି କଲା ଫଳ ଚିର ନିଦ୍ରାରେ ବେନି ଆଖିପତା ବୁଜିବା ଆଗରୁ ବାଢେ ଧର୍ମ ଅର୍ଥ କାମ ମୋକ୍ଷ ହୋଇ ମହାକାଳ

No comments:

Post a Comment