Tuesday, 19 November 2024

ରାମ ନାମ କେଡେ ମଧୁର କୃଷ୍ଣ ନାମ କେଡେ ମଧୁର

ରାମ ନାମ କେଡେ ମଧୁର କୃଷ୍ଣ ନାମ କେଡେ ମଧୁର ଚପଳା ଚଞ୍ଚଳ ମାନସ ଧୀର ସ୍ଥିର ଶୁଣ ତୋ କର୍ଣ୍ଣରେ ବୋଉ ହାତ ରଜ ପୋଡ ପିଠା ପ୍ରଥମାଷ୍ଟମୀ ଏଣ୍ଡୁରି କଳା ଧଳା ଚକାଡୋଳା ତାହା ତୁଳନା ନାହିଁ ବର୍ଣ୍ଣରେ

No comments:

Post a Comment