A flower with 4 petals
Monday, 18 November 2024
ବେନି ନୟନ ଖୋଲିଲେ କେବଳ ଚଳ ଚଞ୍ଚଳ ଚିନ୍ତା ସମୁଦ୍ର
ବେନି ନୟନ ଖୋଲିଲେ କେବଳ ଚଳ ଚଞ୍ଚଳ ଚିନ୍ତା ସମୁଦ୍ର ସକଳ ଅତି ତତ୍ପର ମନ ଇନ୍ଦ୍ରିୟ ବୁଦ୍ଧି ଅନେକ ଜୁଆର ଭଟ୍ଟା ବେନି ନୟନ ବୁଜିଲେ କେବଳ ଅତି କଳାନିପୁଣ ଚକାଆଖି ମଙ୍ଗଳାଚରଣ ମଙ୍ଗଳ ଆରତି ସୋଭାଗ୍ୟର ସିନ୍ଦୁରା ଫିଟା
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment