Thursday, 14 November 2024

ପାଞ୍ଚ ଜ୍ଞାନ ପାଞ୍ଚ କର୍ମ ଇନ୍ଦ୍ରିୟ ବୁଦ୍ଧି ସକଳ ଏକାଠି ହେଲେଣି

ପାଞ୍ଚ ଜ୍ଞାନ ପାଞ୍ଚ କର୍ମ ଇନ୍ଦ୍ରିୟ ବୁଦ୍ଧି ସକଳ ଏକାଠି ହେଲେଣି ତୁହି କାହିଁ କାହିଁ ଉଡି ଉଡି ବୁଲୁଛିରେ ମୋର ମାନସ ହଂସ ଏହି ଦିବ୍ୟ ଜୀବନ ଅଖିଳ ପ୍ରସିଦ୍ଧ ମହାପବିତ୍ର ବାହୁଡା ଯାତ୍ରା ଲୟ ଥୟ କର ତ୍ରିକୂଟରେ ବ୍ରହ୍ମାନନ୍ଦେ ନୃତ୍ୟନ୍ତି ଶ୍ରୀହରି ବଂଶ

No comments:

Post a Comment