Saturday, 16 November 2024

ସନ୍ତାପ ନାଶନ ହରି ହେ ଦେବକୀ ନନ୍ଦନ

ସନ୍ତାପ ନାଶନ ହରି ହେ ଦେବକୀ ନନ୍ଦନ ଯୋଗୀଜନ ହୃଦୟ ନିର୍ମଳ ଜ୍ଞାନ ଜ୍ୟୋତି ଭକ୍ତ ଭାବନା ହରି ହେ ଶ୍ରୀଗୀତଗୋବିନ୍ଦ ଦାଢ୍ୟତା ଭକ୍ତି ପଥିକ ଜୀବନ ଯାତ୍ରା ଗତି

No comments:

Post a Comment