Wednesday, 13 November 2024

ଦୁଇ ଆଖି ଦୁଇ କାନ କେବେ ଥକିବେ ନାହିଁ

ଦୁଇ ଆଖି ଦୁଇ କାନ କେବେ ଥକିବେ ନାହିଁ ଜୀବକୁ ଠକୁଥିବେ ଥିବାଯାଏ ପ୍ରାଣ ପିଣ୍ଡରେ ମନର ବେଗ ବିଜୁଳିଠାରୁ ବେଶି ଚଳ ଚଞ୍ଚଳ ବଳ ବୟସ ଥାଉ ବୁଦ୍ଧି ରଖ ବଡ ଦାଣ୍ଡରେ

No comments:

Post a Comment