Saturday, 16 November 2024

ତାମସିକ ଉତ୍ତୀନ୍ନ ହୋଇ ରଜରେ ବିହାର କରେ

ତାମସିକ ଉତ୍ତୀନ୍ନ ହୋଇ ରାଜସିକରେ ବିଚରଣ ରାଜସିକ ଉତ୍ତୀନ୍ନ ହୋଇ ଆସ୍ଥାନ ପାଏ ସତ୍ତ୍ଵରେ ପ୍ରବୁର୍ତ୍ତି ଉତ୍ତୀନ୍ନ ହୋଇ ନିର୍ବୁତ୍ତିରେ ବିହାର କରେ ଶ୍ରୀଗୋବିନ୍ଦ ସ୍ୱୟଂ ପ୍ରଜ୍ଞାନ ହେଲେ ଭକ୍ତି ତତ୍ତ୍ୱରେ

No comments:

Post a Comment