Saturday, 30 November 2024

ତୋର ନୀଳକନ୍ଦରକୁ ଅତି ପ୍ରଶସ୍ତ ବାଇଶି ଗୋଟି ପାହାଚ

ତୋର ନୀଳକନ୍ଦରକୁ ଅତି ପ୍ରଶସ୍ତ ବାଇଶି ଗୋଟି ପାହାଚ ମଧୁର ମୋହନ ବଂଶୀରେ ମୋତେ ପଚିଶ ପ୍ରକୃତି ଭାରି ତୋ ଅପଲକ ଚକାଡୋଳାରେ ଚନ୍ଦ୍ର ଅମାବାସ୍ୟା ଏକତ୍ର ଉଦାର ଅଧାଗଢାରେ ମୋତେ ଥରେ ଦିଅ ଆଖି ମାରି

No comments:

Post a Comment