A flower with 4 petals
Thursday, 14 November 2024
ଏହି ସଂସାରୀ ନୟନରୁ ଲୋତକ ଝରିଲେ
ଏହି ସଂସାରୀ ନୟନରୁ ଲୋତକ ଝରିଲେ ଅଧାଗଢା ମହାବାହୁ ପ୍ରସାରି ଦିଅନ୍ତି ପୋଛି ଏହି ସଂସାରୀ ଶୋକ ଆଶଙ୍କାରେ ବୁଡ଼ିଲେ ଅଧାଗଢା ଉଦାର ଶ୍ବାନ୍ତନାରେ ଦିଅନ୍ତି ଘିଚି
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment