Thursday, 21 November 2024

ତୋ ତିନି ଦିବ୍ୟ ନୟନରେ ଦେଖୁଅଛୁ ମାଆ ଗୋ ସୁଭଦ୍ରା

ତୋ ତିନି ଦିବ୍ୟ ନୟନରେ ଦେଖୁଅଛୁ ମାଆ ଗୋ ସୁଭଦ୍ରା ଜରା ବ୍ୟାଧି ମୋତେ ସାଙ୍ଗରେ ବାନ୍ଧି ନେଉଛନ୍ତି ଯମପୁର ଶ୍ରୀଗୋବିନ୍ଦ ଲକ୍ଷ୍ମୀଙ୍କର ପାଦପଦ୍ମକୁ ଟିକେ ଶିର ଛୁଇଁଥାନ୍ତା ମାଆ ଗୋବିନ୍ଦ ସହୋଦରୀ ରଞ୍ଚେ କୃପା ନୋହିଲା ତୋର

No comments:

Post a Comment