A flower with 4 petals
Saturday, 16 November 2024
ଯାହା ମାଗି ମାଗି ତୋତେ ଦୁଇ ଆଖିରୁ ଲୁହ ଶୁଖିଲା
ଯାହା ମାଗି ମାଗି ତୋତେ ଦୁଇ ଆଖିରୁ ଲୁହ ଶୁଖିଲା ହେ କୃଷ୍ଣ ତା କାଚପାତ୍ର ଭଳି ହାତରୁ ପଡି ଭାଙ୍ଗିଗଲା ଯାହା କେବେ ଏହି ପତିତ ସ୍ୱପ୍ନରେ ଚିନ୍ତା କରି ନଥିଲା ହେ ମଧୁର ମୋହନ ତୋ ଛନ୍ଦା ପାଦ ଆଶ୍ରୟ ହେଲା
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment