Wednesday, 20 November 2024

ଅକପଟ ସାଧନାରେ ଗଢା ଫୁଲଟିଏ ତା ପାଞ୍ଚ ପାଖୁଡା

ଅକପଟ ସାଧନାରେ ଗଢା ଫୁଲଟିଏ ତା ପାଞ୍ଚ ପାଖୁଡା ସତ୍ୟ ଶାନ୍ତି ଦୟା କ୍ଷମା ଧର୍ମ ଅତିବ ସୁଗନ୍ଧ ହରି ଚନ୍ଦନ ଏରୁଣ୍ଡିବନ୍ଧ ଡେଇଁ ଆସିବା କାଳେ ମା ଦେଲେ ହାତରେ ଘେନ ହେ ଶ୍ରୀପୁରୁଷୋତ୍ତମ ତୁମ୍ଭେ ପ୍ରାଣ ତୁମ୍ଭେ ଜୀବନ

No comments:

Post a Comment