A flower with 4 petals
Sunday, 10 November 2024
ସେହି ମୋର ପ୍ରତି ପରମାଣୁ ଅଣୁରେ ଚନ୍ଦନର ଛିଟିକା
ସେହି ମୋର ପ୍ରତି ପରମାଣୁ ଅଣୁରେ ଚନ୍ଦନର ଛିଟିକା ସେହି ମୋ ଅଷ୍ଟପ୍ରହରୀ ସଂକୀର୍ତ୍ତନ ଦଧିଭାଣ୍ଡ ଆଟିକା ସେହି ଶୁଭ ଦିନ ଅପେକ୍ଷାରେ ବସିଛି ନୟନ ବିଛେଇ ସିଏ ଆସିବେ ଛନ୍ଦାପାଦେ ଲୋଟି ହେବି ଅତି ତଟକା
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment